ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ପୁଣି ସକ୍ରିୟ ହେଲା ରିଫଣ୍ଡ ପୋର୍ଟାଲ, ୪୨ ଲକ୍ଷ ଜମାକାରୀଙ୍କୁ ଫେରିଲା ଟଙ୍କା
ସାହାରା ନିବେଶକଙ୍କ ପାଇଁ ବଡ଼ ଖବର: ପୁଣି ସକ୍ରିୟ ହେଲା ରିଫଣ୍ଡ ପୋର୍ଟାଲ, ୪୨ ଲକ୍ଷ ଜମାକାରୀଙ୍କୁ ଫେରିଲା ଟଙ୍କା ନୂଆଦିଲ୍ଲୀ: ସାହାରା ଗ୍ରୁପ୍ର ସମବାୟ ସମିତିଗୁଡ଼ିକରେ ଟଙ୍କା ଜମା କରିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର।…
