Category: Crime

ବିପୁଳ ପରିମାଣର ଗୁଳି ବନ୍ଧୁକ ଜବତ ସହ ଅଭିଯୁକ୍ତ ଗିରଫ

(ଜେ ବି ଏନ) ୧୧/୧୨/୨୦୨୦ କଟକ : ଧଳସାମନ୍ତ ଭ୍ରାତାଙ୍କ ସିଡିଏ ସ୍ଥିତ ବାସଭବନରେ ଚଢାଉ କରାଯାଇ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ କରାଯାଇଥିଲା । ଗିରଫ ପୂର୍ବରୁ ଦୁଇ ଭାଇ ଏହାକୁ ଲୁଚାଇ ରଖିଥିଲେ ବୋଲି…