Spread the love

ଢେଙ୍କାନାଳ ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ ଆସୋସିଏସନ୍ ପବିତ୍ର ବାହୁଡ଼ା ଉପଲକ୍ଷେ ବାଜିଚୈକ ଠାରେ ପ୍ରସାଦ ବଣ୍ଟନ କରିଥିଲେ। ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତ ଏହି ପ୍ରସାଦ ସେବନ କରିଥିଲେ। ସଂଘ ଆଗାମୀ ଦିନରେ ଆହୁରି ଅନେକ ସେବା ଯୋଗାଇ ଦେବ। ସଭାପତି ସରୋଜକାନ୍ତ ପ୍ରଧାନ, ଉପସଭାପତି ରତ୍ନାକର ବେହେରା, ସମ୍ପାଦକ ମନୋରଞ୍ଜନ ଜେନା ଓ ଲାଇଟ ଏଣ୍ଡ ସାଉଣ୍ଡ ଆସୋସିଏସନ୍ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

Leave a Reply

Your email address will not be published. Required fields are marked *

You missed