ବୁଥ ସ୍ତରୀୟ କର୍ମୀ ସମ୍ବିଳନୀ,ଓ ପ୍ରଶିକ୍ଷଣ ଶିବିର,
କଳାହାଣ୍ଡି ଜିଲ୍କା.(ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ବୁଥ ସ୍ତରୀୟ କର୍ମୀ ସମ୍ବିଳନୀ ଓ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ଟାଉନ ହଲ ଠାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବ ତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଉଦେଶ୍ୱରେ ଏକ ବିଶାଳ ବିଥ ସ୍ତରୀୟ କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା, ଏହି ସମ୍ବିଳନୀରେ କଳାହାଣ୍ଡି ଜିଲ୍ଲାପରିଷଦ ଉପାଧ୍ୟାଖ୍ୟା ଶ୍ରୀମତୀ ସୁଧୀରା ମେହେର, ଜିଲ୍ଲା ପରିଷଦ ଶ୍ରୀମତି ସଂଗୀତା ଖରସେଲ, ଲାଲବାହାଦୁର ଯାନୀ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅବିନାଶ ଠାକୁର, ଜିଲ୍ଲା ଯୁବ ସଭାପତି ଶ୍ରୀ ଆଦିତ୍ୟ ନନ୍ଦ, ଜୁନାଗଡ଼ ବ୍ଲକ ଅଧ୍ୟାଖ୍ୟା ଶ୍ରୀମତୀ ସବିତା ମେହେର, ଉପାଧ୍ୟଖ୍ୟ ଶ୍ରୀ ପ୍ରମୋଦ ବେହେରା, ଜୁନାଗଡ଼ ଏନ ଏ ସି, ଅଧ୍ୟାଖ୍ୟା ହିମାଦ୍ରୀ ନାଏକ, ମହେଶ ସହୂ, ଦୀନେଶ ବଗର୍ତି, ମଞ୍ଚସିନ ଅତିଥି ମାନେ ବୂତ ରେ ଗ୍ରାମର ଲୋକଙ୍କୁ ସାମିଲକରିବା ଠିକହିସାବରେ ଚି଼ହ୍ନଟକରି ଏସ ଆଇ ଆର ରେ ସାମିଲକରିବା ପାଇଁ ବୂତ ଏଜେଣ୍ଟ ମାନଙ୍କୁ ବିଧାୟକ ସଚେତନ କରଥିଲେ ଏବଂ ଆଗାମୀ ନିର୍ବାଚନ ରେ କେମିତି ତୃଣ ମୂଳ ସ୍ଥରରୁ ବି,ଜେ, ଡି,ସମର୍ଥକ ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ବି,ଜେ,ଡି, ବାଜିମାରିବ ସେହିବିଷୟରେ ବିଧାୟକ ତଥା ମଞ୍ଚାସୀନ ଅତିଥି ମାନେ ଗୁରୁମନ୍ତ୍ର ଦେଇଥିଲେ, ଏବଂ ବି, ଜେ,ପି, ସରକାର ର ଅପାରଗତା, ଦୁର୍ନୀତି, ହତ୍ୟା,ନାରୀନିର୍ଯ୍ୟାତନା,ଚାଷୀମାରାଣନୀତି,300ୟୁନିଟ ବିଜୁଳିଫ୍ରି,ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ 2000ରୁ ଅଧିକ ଭୁଲ,ପ୍ରଶ୍ନପତ୍ର ଲିକ, ଏମିତି ଅନେକ ସମସ୍ୟା ଉପରେ ସରକାରକୁ ବର୍ଷୀଥିଲେ,



