ହାତୀ ଆସି ହରିହପୁର ଗ୍ରାମର ମନ୍ଦିର ରେ ପଶି ସବୁ ନଷ୍ଟ କରି ଦେଇଛି

ଜେ ବି ଏନ, ୦୯/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗୁଳେହି ପଞ୍ଚାୟତ ହରିହରପୁର ଗ୍ରାମରେ 8ତାରିଖ ଶୁକ୍ରବାର ରାତି ରେ 30ପଟ ହାତୀ ଆସି ମନ୍ଦିର ରେ ପଶି ପାଚେରୀ ଘେରା ହୋଇଥିବା ତାର ବାଡ ଭାଙ୍ଗି କଦଳୀ ଗଛ ଖାଇ, ପଇଡ଼ ଗଛ ଭାଙ୍ଗି, ସବୁ ଗଛ ପତ୍ର ଖାଇ ନଷ୍ଟ କରିଦେଇଛନ୍ତି !




