Spread the love

ଆୟୁଷ ଅଳଙ୍କାର ଉଦଘାଟିତ

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ଜବାହାରଚୈକି ଆରକେ ଏଜେନ୍ସି ସମ୍ମୁଖ ରେ ନୂତନ ଭାବେ ଏକ ଆୟୁଷ ଅଳଙ୍କାର ଉଦଘାଟିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରକାରର ସୁନା ରୂପା ଅଳଙ୍କାର ଭିନ୍ନ ଭିନ୍ନ ଡିଜାଇନର ହୋଲ୍ ମାର୍କର ଉପଲବ୍ଧ ‌। ଦୋକାନ ପ୍ରୋପାଇଟର କୌସିକ ସାହୁ । ସମସ୍ତ କିଣା ଉପରେ ୩୦% ରିହାତି ମୁଲ୍ୟରେ ଉପଲବ୍ଧ। ଏହି ଅଫର୍ ଦଶହରା ଓ ଦୀପାବଳୀ ପାଇଁ ଚାଲୁରହିଛି। ଆସନ୍ତୁ ସୁନା ରୂପା ଅଳଙ୍କାର ଭିନ୍ନ ଭିନ୍ନ ମଡେଲର କ୍ରୟ କରନ୍ତୁ।

Leave a Reply

Your email address will not be published. Required fields are marked *