ଢ଼େଙ୍କାନାଳରେ ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଥିବାରୁ ଢ଼େଙ୍କାନାଳ ସହରର ବିଭିନ୍ନ ମନ୍ଦିରରେ ଭିଡ଼ ଜମିଥିଲା। ବିଭିନ୍ନ ପ୍ରକାରର ଫୁଲଫଳ , ବ୍ରତ, ଦିପ ,ଧୂପ ମାଳି ସଙ୍ଖା ସିନ୍ଦୂର ଓ ଫଳମୂଳ ଭୋଗ ଧରି ସ୍ବାମୀ ମଙ୍ଗଳ ଓ ଦିର୍ଘାୟୁଷ ପାଇଁ ଏହି ସାବିତ୍ରୀ ବ୍ରତ ମହିଳା ମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରୁଛନ୍ତି।



