Spread the love

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଲାରପୁର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଂଝାରପୁର ବିଧାୟିକା ତଥା ବିରୋଧିଦଳ ର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,,ପୃର୍ବତନ ଲୋକସଭା ସାଂସଦ ଶର୍ମୀଷ୍ଠା ସେଠି,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶ , ଜିଲ୍ଲା ପରିଷଦ ସଭ୍ୟା,ନିନାରାଣୀ ସାମଲ,ମାମିନା ମଲ୍ଲୀକ, ଅହଲ୍ୟା ସ୍ବାଇଁ, ସୁନିତା ନାୟକ,ସୃର୍ଣ୍ଣଲତା ସାମଲ,, ପୃର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଞ୍ଜିନିୟରି ସୁଶାନ୍ତ କୁମାର ମିଶ୍ର, ରାମଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ବେହେରା,ପ୍ରଦୀପ ମଲ୍ଲୀକ, ବାଛୋଳ ପଞ୍ଚାୟତର ସରପଞ,ଅରେଇ ର ସରପଞ, ବିଂଝାରପୁର ସରପଞ,ଚିକଣା ର ସରପଞଙ୍କ ସମେତ ପାଞ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀଙ୍କ ସହିତ ବ୍ଳକ କୁ ଯାଇ ବିଡ଼ିଓ ଙ୍କ ଜରିଆରେ ନାରୀ ଅଧିକାର ଅଭିଯାନ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକ ପତ୍ର ପ୍ରଦାନ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଂଝାରପୁର ବ୍ଲକ୍ ବିଜୁ ମହିଳା ଜନତାଦ।

Leave a Reply

Your email address will not be published. Required fields are marked *