ଭାରତୀୟ ଜନତା ପାର୍ଟିର ଘର ବାହୁଡ଼ା-ମହାମିଶ୍ରଣ ପର୍ବ ଅନୁଷ୍ଠିତ

ଘର ବାହୁଡ଼ା-ମହାମିଶ୍ରଣ ପର୍ବ, ଭାରତୀୟ ଜନତା ପାର୍ଟି

ଭୁବନେଶ୍ୱର:୩/୬/୨୦୨୬(ଜାଗ୍ରତ ଭାରତ ନ୍ୟୁଜ) ଇଂଞ୍ଜିନିୟର ଭରତ ବେହେରା ତାଙ୍କ ନେତୃତ୍ୱରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ବିକଶିତ ଭାରତ ମିଶନ ୨୦୪୭’ ମହାନ୍ ସଂକଳ୍ପ ଏବଂ ଓଡ଼ିଶାରେ ବିଜେପି ସରକାରଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ପ୍ରାଣପ୍ରିୟ ସମର୍ଥକ, ସହଯୋଗୀ ଏବଂ ଅଞ୍ଚଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ମୁଁ ପୁନର୍ବାର ମୋର ମାତୃ ସଂଗଠନ ଭାରତୀୟ ଜନତା ପାର୍ଟି (ବିଜେପି) ପରିବାରରେ ସାମିଲ ହେଲି l


ଏହି ଅବସରରେ ମୋତେ ତଥା ମୋର ସମସ୍ତ ସାଥୀଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସାଦର ସ୍ୱାଗତ କରିଥିବାରୁ ମୁଁ ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଓଡ଼ିଶା ସରକାରଙ୍କ ରାଜ୍ୟସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ନିକଟରେ ହୃଦୟରୁ ଗଭୀର କୃତଜ୍ଞତା ଜଣାଇ ଦଳଠାରୁ ଦୂରରେ ଥିବା ସମୟରେ ମଧ୍ୟ ‘ବିକଶିତ ଭାରତ’ ମିଶନ ଅଧୀନରେ ସମଗ୍ର ଓଡ଼ିଶାରୁ ପ୍ରାୟ ୨୪,୦୦୦ କ୍ଷୁଦ୍ର ଶିଳ୍ପଦ୍ୟୋଗୀ, ବୁଣାକାର ଓ ଗ୍ରାମୀଣ କାରିଗର ଭାଇଭଉଣୀଙ୍କୁ ସଙ୍ଗଠିତ କରି ସେମାନଙ୍କ ସେବା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ଆଜି ମୋର ସେହି ଦୀର୍ଘ ବୈଷୟିକ ଅଭିଜ୍ଞତା ଏବଂ ଏହି ବିରାଟ ଜନସଂଗଠନର ଶକ୍ତିକୁ ମୁଁ ଆନୁଷ୍ଠାନିକ ଭାବେ ବିଜେପିର ଚରଣରେ ସମର୍ପଣ କରୁଛି।
ଆଜିର ଏହି ମହାମିଶ୍ରଣ ପର୍ବରେ ମୋ ସହିତ କନ୍ଧେଇ କନ୍ଧ ମିଳାଇ ବିଜେପି ପରିବାରରେ ସାମିଲ ହୋଇଥିବା ଅଞ୍ଚଳର ୧୪ ଜଣ ପ୍ରମୁଖ ନେତୃବୃନ୍ଦ ଓ ସମାଜସେବୀ:
୧-ଶ୍ରୀମତୀ ସୁନନ୍ଦା ମେହେର (ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି, ବରଗଡ଼)
୨-ଶ୍ରୀ ଲକ୍ଷ୍ମଣ ପଣ୍ଡା (ପୂର୍ବତନ ମଣ୍ଡଳ ସଭାପତି, ଭେଡେନ)
୩-ଶ୍ରୀ ରଶ୍ମି ରଞ୍ଜନ ପାଢ଼ୀ (ପୂର୍ବତନ ସମ୍ପାଦକ, ସଙ୍କୀର୍ଡା ମଣ୍ଡଳ)
୪-ଶ୍ରୀ ଶଶୀଭୂଷଣ ପାଣିଗ୍ରାହୀ (ବରିଷ୍ଠ ଯୁବ ମୋର୍ଚ୍ଚା ନେତା ଓ RSS ତୃତୀୟ ବର୍ଷ ଶିକ୍ଷାର୍ଥୀ)
୫-ଶ୍ରୀ ଗୋବିନ୍ଦ ପ୍ରଧାନ (ପୂର୍ବତନ ମଣ୍ଡଳ ସମ୍ପାଦକ, ପାପଙ୍ଗା ମଣ୍ଡଳ)
୬-ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର (ପୂର୍ବତନ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା, ପଶ୍ଚିମ ଓଡ଼ିଶ)
୭-ଶ୍ରୀ ସୁବୋଧ ମେହେର (ବରିଷ୍ଠ ସମାଜସେବୀ ଓ ମାଲିକ, ଭାରତ ଗ୍ୟାସ୍ ଗ୍ରାମୀଣ ବିତରକ,ଅମଳିପାଲି )
୮-ଶ୍ରୀ ସତ୍ୟ ପ୍ରକାଶ ମିଶ୍ର (ବିଶିଷ୍ଟ ସମାଜସେବୀ, ଭେଡେନ)
୯-ଶ୍ରୀ ମିନକେତନ ସାହୁ (ପୂର୍ବତନ ପଞ୍ଚାୟତ ସଭାପତି, ବିଜେଡି, ଅମ୍ଲିପାଲି)
୧୦- ଶ୍ରୀମତୀ ଦୁର୍ଗା ରାଓ (ପୂର୍ବତନ ସ୍ୱଚ୍ଛ ସେବିକା, ବିଜେଡି ଓ ବରିଷ୍ଠ ସମାଜସେବୀ)
୧୧- ଶ୍ରୀ ସୁଦାମ କାଲେଟ୍ (ପୂର୍ବତନ ସରପଞ୍ଚ, ବାନପାଲି ଜି.ପି., ବରପାଲି ବ୍ଲକ୍)
୧୨-ଶ୍ରୀ ଋଷି ରଥ (ସମାଜସେବୀ ଓ ସ୍ୱାବଲମ୍ବୀ ଯୁବକ, ଭେଡେନ)
୧୩-ଶ୍ରୀମତୀ ରଞ୍ଜିତା ପଣ୍ଡା (ବିଶିଷ୍ଟ ସମାଜସେବୀ, ଭୋଇପୁରା)
୧୪-ଶ୍ରୀମତୀ ନିଳିମା ସାହୁ(ବରିଷ୍ଠ ସମାଜସେବୀ,ଅତାବିରା)
ଆମକୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିବା ଅତାବିରାର ସମସ୍ତ ବରିଷ୍ଠ ଗୌରବଗଣ:
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆମ ଟିମ ସ୍ୱାଗତ କରିବା ଏବଂ ଶୀର୍ଷ ନେତୃତ୍ୱଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ସଫଳତାର ସହ ଭବ୍ୟ ସମ୍ବର୍ଦ୍ଧନା ଜଣାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆମର ବରିଷ୍ଠ ସାଥୀ ଶ୍ରୀ ବିକ୍ରମ ଭୋଇ, ଶ୍ରୀ ବିକାଶ ଶର୍ମା, ଶ୍ରୀ ବିରେନ ନାରାୟଣ ହୋତା ଏବଂ ପାପଙ୍ଗା ମଣ୍ଡଳର ପୂର୍ବତନ ସଭାପତି ଶ୍ରୀ ଜୟନ୍ତ ହୋତାଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି।
ଏହା ସହିତ ଆଜିର ଏହି ମିଶ୍ରଣ ପର୍ବକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆମ ସହ ସ୍ୱତନ୍ତ୍ର ଭାବେ ଉପସ୍ଥିତ ଥିବା କାଦୋବାହାଲ ମଣ୍ଡଳର ପୂର୍ବତନ ସଭାପତି ଶ୍ରୀ ପଞ୍ଚାନନ ଗୁରୁ, ବାଗବାଡ଼ି ମଣ୍ଡଳର ପୂର୍ବତନ ସଭାପତି ଶ୍ରୀ ସୁଶୀଲ ସାହୁ, ଅତାବିରାର ପୂର୍ବତନ ବ୍ଲକ୍ ସଭାପତି ଶ୍ରୀ ନବୀନ ସାହୁ, ବରିଷ୍ଠ ନେତା ଶ୍ରୀ ଯଶୋବନ୍ତ ସେଠ୍ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ କାର୍ତ୍ତିକ ମହାରଣାଙ୍କ ସମେତ ଅତାବିରା ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଭାଇଭଉଣୀମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ।
ଆଜିର ଏହି ଅପୂର୍ବ ଏକତା ଓ ସାଙ୍ଗଠନିକ ମହାସଂଗ୍ରାମ ଆଗାମୀ ଦିନରେ ଅତାବିରା, ବରଗଡ଼ ଏବଂ ସମଗ୍ର ସମ୍ବଲପୁର ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ତୃଣମୂଳ ସ୍ତରରୁ ଏକ ‘ଅଭେଦ୍ୟ ଦୁର୍ଗ’ ଭାବେ ଗଢ଼ି ତୋଳିବ ବୋଲି ମୋର ଦୃଢ଼ ବିଶ୍ୱାସ। ଜଣେ ଶୃଙ୍ଖଳିତ ସିପାହୀ ଭାବେ ମୁଁ ସଙ୍ଗଠନର ସେବା ପାଇଁ ସଦାସର୍ବଦା ସମର୍ପିତ ରହିବୁ ବୋଲି ନିଜ ମନ୍ତବ୍ୟ ରେ କହନ୍ତି ଭରତ ବେହେରା l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech