Spread the love

ଗତ କାଲି ରେଲୱେ ବ୍ରିଜ୍ ଉପରୁ ଖସି ପଡି ବ୍ରାହ୍ମଣୀରେ ବୁଡି ନିଖୋଜ ଥିବା ନାବାଳକ ର ମୃତ୍ ଦେହ ଉଦ୍ଧାର,
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳ ରେ ଥିବା ବ୍ରାହ୍ମଣୀ ନଦୀ ଉପର ଦେଇ ଯାଇଥିବା ବିମଳା ଗଡ଼ ରେଲୱେ ପୋଲ ଉପରୁ ଖସି ପଡ଼ିଥିବା 15ବାର୍ଷିଆ ନାବାଳକ ଦୀର୍ଘ 20ଘଣ୍ଟା ପରେ ମୃତ ଦେହ ଉଦ୍ଧାର କଲେ ତାଳଚେର ଓ କଣିହାଁ ଅଗ୍ନିସମ ବାହିନୀ ମିଳିତ ଉଦ୍ୟମ ରେ
S O F ଶ୍ରୀଯୁକ୍ତ ନାରାୟଣ ମଲିକ କହିବା ଅନୁଯାଇ ନିଖୋଜ ହୋଇଥିବା ସ୍ଥାନର ୧.୫ କିଲୋମିଟର ଦୂର ତଳମୁଣ୍ଡରୁ ଉଦ୍ଧାର ହୋଇଛି । ମୃତ ନାବାଳକ ହେଲେ ଅନୁଗୋଳ ଜିଲ୍ଲା ସମଲ ଥାନା ବିଲିଣ୍ଡା ଗ୍ରାମର ଯୁଧିଷ୍ଠିର ପ୍ରଧାନ ଙ୍କ ପୁଅ ଶୁଭ୍ରାଂଶୁ ପ୍ରଧାନ। ସମଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ଅନୁଗୁଳ କଣିହାଁ ରୁ ସୁନୀଲ ସlମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *