Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ଭୁବନେଶ୍ବର ସି ଆର ପି ଛକରେ ହତ୍ୟା

 

 

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ ), ଭୁବନେଶ୍ବର : ଆଜି ଭୁବନେଶ୍ଵର ରେ ଥିବା ସି ଆର ପି ଚ୍ଛକରେ ଦିନ ଦ୍ଵିପ୍ରହରରେ ସାଲିଆ ସାହିର ଜଣେ ଯୁବକକୁ ଏକ ଟାଟା ଏସିରେ ଆଣି 2 ଜଣ ଯୁବକ ସୁଧୀର ଓ ତା ଭାଇ ଅତି ନିର୍ମମ ଭାବରେ ଫାର୍ଶା ଓ ଭୁଜାଲି ସାହାଜ୍ୟରେ ହତ୍ୟା କରି ପଳେଇ ଯାଉଥିବା ସମୟରେ ତାଙ୍କୁ ଜନ ସାଧାରଣ ନିର୍ଦ୍ଧୁମ ବାଡ଼େଇ କ୍ୟାପିଟାଲ ପୁଲିସ କୁ ଜିମା ଦେଇଛନ୍ତି। ତେବେ କଥା ଉଠୁଛି ଦିନ ଦ୍ଵିପ୍ରହରରେ ଲୋକଙ୍କ ଆଗରେ ହତ୍ୟା କରା ଯାଉଚି। ଏହା ପାଇଁ କିଏ ଦାୟୀ ଆଗରୁ ମଧ୍ଯ ଭୁବନେଶ୍ବରର ସାମନ୍ତରାୟ ପୁର୍ ନିକଟରେ ଏଇ ଭଳି ହତ୍ୟା କରା ଯାଇଥିଲା। ପୁଲିସ ପ୍ରଶାସନ କୁ ଆଉ ଖାତିର୍ କରୁ ନାହାଁନ୍ତି ଦୁର୍ବୁତ୍ତ ନା ପୁଲିସ ପ୍ରଶାସନ ଦୁର୍ବଳ ଏହାର ଉତ୍ତର ଦବ କିଏ???

You missed