ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଜେ ବି ଏନ, ୧୧/୦୩ /୨୦୨୧, ନୂଆଦିଲ୍ଲୀ : ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମଣିଷର ଦୁଃଖ ଦୂର କରିବା ତଥା ସାମାଜିକ ସଶକ୍ତିକରଣ ଦିଗରେ ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କର ଅନେକ ଉଦ୍ୟମ ରହିଛି, ଯେଉଁଥିପାଇଁ ସେ ସ୍ମରଣୀୟ ହୋଇ ରହିବେ । ବ୍ରହ୍ମ କୁମାରୀ ପରିବାରର ସକରାତ୍ମକ ବାର୍ତ୍ତା ସାରା ବିଶ୍ୱରେ ପ୍ରସାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନିଧନରେ ମୁଁ ମର୍ମାହତ । ଓମ୍ ଶାନ୍ତି” ।
https://twitter.com/narendramodi/status/1369997604730322946?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1369997604730322946%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1704245



