Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୧୦୦ବର୍ଷ ଓଡିଶା ଆଗମନ ଉପଲକ୍ଷେ ବାପୁ ଙ୍କ ଶ୍ରଦ୍ଧାଞ୍ଜଳି : ଢେଙ୍କାନାଳ

ଜେ ବି ଏନ( ସୁବ୍ରତ କୁମାର/ଶୁଭମ ପାଣି ) ୨୩/୦୩/୨୦୨୧ ଢେଙ୍କାନାଳ : ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୁରିଲା ଶହେ ବର୍ଷ। ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ଗାନ୍ଧୀମାର୍କ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।

ଆଜି ସକାଳ ପ୍ରାୟ ୭ ଘଣ୍ଟିକା ସମୟରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା, ADM (ଏ ଡି ଏମ) ଶ୍ରୀ ଶଶାଙ୍କ ଶେଖର ଦାସ, PD DRDA(ପିଡି ଡିଆରଡିଏ) ଶ୍ରୀ ନରୋତ୍ତମ ବେହେରା, ଜିଲ୍ଲା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଓ DPRO (ଡିପିଆରଓ) ଅଧିକାରୀ ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଙ୍କ ଅତୂଳନୀୟ ଅବଦାନ ଓ ୧୦୦ ବର୍ଷ ଓଡିଶା ଗସ୍ତ ପୁର୍ତ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।