Spread the love

କଟକରୁ ପୁଣି ନକଲି ମେଡିସିନ ଜବତ

ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଜଵତ ହୋଇଛି। ମାଲିକ ବିଜୟ ଅଗ୍ରୱାଲକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *