Spread the love

‘ଆନ୍ତର୍ଜାତିକ ଶ୍ରମ ଦିବସ’ ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ଆମ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବାର ଶୁଭାରମ୍ଭ କରାଯିବ। “ପରିଶ୍ରମ ପୋର୍ଟାଲ” ମାଧ୍ୟମରେ ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗର ୧୫ଟି ନୂତନ ସେବା ଆରମ୍ଭ କରାଯିବ।ଏ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *