Spread the love

ବଅଁରପାଳ ବ୍ଲକ ରେ ଓବିସି ସର୍ଭେ ଆରମ୍ଭ

ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ।

ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ। ଆସନ୍ତା ୨୭ ତାରିଖ ଯାଏ ସର୍ଭେ ଚାଲିବ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସର୍ଭେକୁ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦୀପ ବଅଁରପାଳ ବ୍ଲକ କାର୍ଯ୍ୟାଳୟକୁ ଆସି ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published. Required fields are marked *