Spread the love

ଆଜି ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ। ୩୦/୦୫/୨୦୨୩ ମଙ୍ଗନ ହାଣ୍ଡି କାର୍ଯ୍ୟକ୍ରମ କରାଯାଇଥିଲା। ଆଜି
ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର, ତୁଳସୀ ହାର,ବଲ୍ଳବ ଭୋଗ ଲାଗି କରାଯାଇଥିଲା। ୧୦ଟା ସମୟରେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ରେ ଅନ୍ନ ଭୋଗ ସନ୍ଧ୍ୟା ରେ ଆଳତି ଓ ପାଲିଙ୍କି ରେ ନଅରକୁ ବିଜେକରିବାସହ ପୂଜା ଅର୍ଚ୍ଚନା କରାଯାଇ ଋକୃଣୀ ହରଣ ପରେ ମନ୍ଦିର କୁ ଫେରିବେ। ଫେରିବା ପରେ ଅର୍ନଧୂପ , ଏକାଦଶୀ ନିତି ପାଳନ ଓ ମହାଦିପ ଓ ପରେ ଋକୃଣୀ ବିବାହ ଉତ୍ସବ ପାଳନ ହେବ। ପୂଜକ ମଳୟ କର,ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜୀମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ଋକୃଣୀ ବିବାହ ଉତ୍ସବ ପାଳନ।

Leave a Reply

Your email address will not be published. Required fields are marked *

You missed