Spread the love

ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ପଦେ

ବିଷୟ ____ ଆଳି ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ନମୈଜା ରେ ଜନ୍ମ ଗ୍ରହଣ କରିଥିବା ଜଣେ ପରୋପକାରୀ ସାଧାରଣ ମଣିଷ ଭାବେ ରହିବା, ଅସାଧାରଣ ଜ୍ଞାନ ପାଣ୍ଡିତ୍ୟ କବି ସଂଗ୍ରାମୀ, ସମାଜସେବୀ ପରୋପକାରୀ,ଏବଂ ଗରିବଙ୍କୁ ଆତ୍ମନିର୍ଭରଶୀଳ କରାଉଥିବା ଜଣେ ମହାନ୍ ବ୍ୟକ୍ତି ହେଉଛନ୍ତି ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର।ତାଙ୍କ ପାଖରେ ଏଭଳି ଭଗବାନ୍ ଶକ୍ତି ଦେଉଛନ୍ତି ଯେ ସବୁବେଳେ ହସ ହସ ମୁହଁରେ ଦେଖିବାକୁ ମିଳିଥାଏ।କେବେ ବି ଦେଖି ବାକୁ ମିଳିନାହିଁ କାହା ଉପରେ ସେ ରାଗନ୍ତି ।ଏକା ଧାରରେ ସେ ସମାଜରେ ଅବହେଳିତ ଉପେକ୍ଷିତ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିବା ବେଳେ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ସେପଟେ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥାଏ। ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଆଳି ନାଗରିକ ମଞ,ଦଳିତ ମଞ,ସମ୍ବାଦ ସାହିତ୍ୟ ଘର ସମେତ ବହୁ ମୋ ମଞ ଶୁଭେଛା ବାର୍ତ୍ତା ଜଣାଇଛନ୍ତି।

ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed