5T ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କାଳିମାଡ଼
ସତ୍ୟବାଦୀରେ ଭି.କେ ପାଣ୍ଡିଆନ ଓ ସମର୍ଥ ବର୍ମାଙ୍କୁ କାଳିମାଡ଼।
ସତ୍ୟବାଦୀରେ ସଭାସ୍ଥଳକୁ ଯାଉଥିବାବେଳେ କାଳିମାଡ଼।
କାଳିମାଡ଼ କରିଥିବା ଯୁବକକୁ କାବୁ କରି ଗିରଫ କଲା ସତ୍ୟବାଦୀ ପୋଲିସ। ଏହି ସମୟରେ କାନିରେ କାଲି ପୋଛି ଦେଲେ ମହିଳା।