ବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭ ବିଧାୟକ ଆମ ସହ ଯୋଗଯୋଗରେ ଅଛନ୍ତି। ୨୭ ଜଣ ବିଧାୟକ ଆମ ଦଳରେ ମିଶିଲେ ଆମେ ସେମାନଙ୍କୁ ସ୍ୱାଗତ କରିବୁ।
