Spread the love

ଆଇଏନଏସ ତୁଶିଳର ବଶେଷତ୍ବ- ଆଡଭାନ୍ସ ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ସମୁଦ୍ରରେ ଶତ୍ରୁ ସହ ଲଢେଇ କରିବ ଶକ୍ତିଶାଳୀ ତୁଶିଳ। ଏହାର ଡିଜାଇନ ଏବଂ ଅସ୍ତ୍ର ଭାରତୀୟ ନୌସେନାର ବଳ ବଢାଇବ। ଏହି ଜାହାଜର ନାମ ତୁଶିଳ ରଖାଯାଇଛି। ଯାହାର ଅର୍ଥ ‘ରକ୍ଷକ’ । ଯାହା ଭାରତୀୟ ସାମୁଦ୍ରିକ ସୀମାର ରକ୍ଷା କରିବା ମିଶନରେ ରହିବ। ଏହି ଯୁଦ୍ଧ ଜାହାଜ ସମୁଦ୍ରରେ ଡିସପ୍ଲେସମେଣ୍ଟ ୩୮୫୦ ଟନ । ଏହାର ଲମ୍ବ ୪୦୯.୫ ଫୁଟ । ବିମ ୪୯.୧୦ ଫୁଟ । ସମୁଦ୍ରରେ ଏହା ୫ ଘଣ୍ଟା ପ୍ରତି ୫୯ କିଲୋମିଟର ଗତିରେ ଚାଲିବ । ଯୁଦ୍ଧ ଜାହାଜ ସମୁଦ୍ରରେ ୧୮ ଅଧିକାରୀଙ୍କ ସମେତ ୧୮୦ ସୈନିକଙ୍କୁ ନେଇ ୩୦ ଦିନ ଯାଏ ଚାଲିବ ।

Leave a Reply

Your email address will not be published. Required fields are marked *