Spread the love

(ପଲ୍ଲୀ ଛକରେ ମର୍ମାତୁଦ ସଡ଼କ ଦୃଘଟଣା ରେ ଲୁନା ଚାଳକ ମୃତ୍ୟୁ

ଜଗତସିଂହପୁର ତା 1/12/24ଜଗତସିଂହପୁର ଥାନା ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ ପଲ୍ଲୀ ଛକ ନିକଟରେ ମର୍ମାତୁଦ ସଡ଼କ ଦୃଘଟଣା ଘଟିବାରୁ ଘଟଣା ସ୍ଥଳରେ ଲୁନା ରେ ମାଛ ବ୍ୟବସାୟ କରିବାକୁ ଯାଉଥିବା ବ୍ୟବସାୟୀ ଙ୍କ ର ମୃତ୍ୟୁ ଘଟିଛି |ଖବର ନେବାରେ ଜଣାଯାଇଛି ଆଜି ପ୍ରଭାତ ରୁ ଗଉଡ଼ୁଣୀ ପଡିଆ କ୍ଷୀରବାଟୀ କାଂଶ ଗ୍ରାମର ରତ୍ନାକର ବେହେରା ଲୁନା OD21E8729 ରେ ମାଛ ନେଇ ବିଭିନ୍ନ ଗ୍ରାମକୁ ବ୍ୟବସାୟ କରିବାକୁ ଯାଉଥିବା ସମୟରେ ନାଉଗାଁ ରୁ ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ ହାୱାଇ ସାମ୍ନା ସାନ୍ନି ଧକ୍କା ଦେଇ ପଳାଇଥିଲା |ଘଟଣା ସ୍ଥଳରେ ମାଛ ବ୍ୟବସାୟୀ ରତ୍ନାକର ଙ୍କ ର ମୃତ୍ୟୁ ଘଟିଥିଲା |ଏଥିନେଇ ପଲ୍ଲୀ ଛକରେ ଉତେଜନା ଦେଖାଦେଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed