{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଦେଶୀ ମଦ ଜବତ ଜଣେ ଅଟକ।ବ୍ରହ୍ମପୁର,ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ କେଶବ ନଗର ଦୃତୀୟ ଲାଇନ ରୁ ଲାଞ୍ଜିପଲ୍ଲୀ ଫାଣ୍ଡି ପକ୍ଷରୁ ଦେଶୀ ମଦ ଜବତଓ ଜଣେ ଅଭିଯୁକ୍ତ ଅଟକ। ଅଭିଯୁକ୍ତଙ୍କ ଠାରୁ ପୋଲିସ ଆନୁମାନିକ ୧୬ ଲିଟର ମଦ ଓ ଗୋଟିଏ ସ୍କୁଟି ଜବତ କରିଛି।ଅଭିଯୁକ୍ତ ଜଣଙ୍କ ଲାଞ୍ଜିପଲ୍ଲୀ କେଶବ ନଗର ଦୃତୀୟ ଲାଇନର ଶ୍ରୀକାନ୍ତ ସାହୁ।ବୈଦ୍ୟନାଥ ପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

You missed