Spread the love

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସିଦ୍ଧାପୀଠ ଲଦାଗଡ଼ ଠାରେ ହନୁମାନ ଜୟନ୍ତୀ ମହା ସମାରୋହ ରେ ପାଳନ ହୋଇଯାଇଛି…

ହିନ୍ଦୋଳ ର ବିଭିର୍ଣ୍ଣ ପଂଚାୟତ ରୁ ଭକ୍ତମାନେ ଯୋଗଦେଇ ଠାକୁରଙ୍କ କୃପା ଲାଭକରିଥିଲେ.. ଏହି ଅବସରରେ ପ୍ରଭୁ ଶ୍ରୀ ହନୁମାନ ଙ୍କ ପାଖରେ ଯଜ୍ଞ ଓ ଭଜନ କିର୍ତନ ପରିବେଷଣ କରା ଯାଇଥୁଲା…ହିନ୍ଦୋଳ ର ତୀର୍ଥ ସ୍ଥାନ ମଧ୍ୟରେ ଏହା ଏକ ଅନ୍ୟତମ.. ସାତ ଏକର ବିଶିଷ୍ଠ ଗୋଟିଏ ପ୍ରସ୍ତର ଉପରେ ଏହା ଅବସ୍ତିତ, ବର୍ଷ ସାରା ଏଇଠି କାର୍ଯ୍ୟ କ୍ରମ ଚାଲିଥାଏ,,ଏଠାରେ ଜଗରନାଥ,ଓ ବିଶ୍ବଶ୍ବର ମହାଦେବ ପୂଜା ପାଉଛନ୍ତି. କିମ୍ବଦନ୍ତୀ ଅନୁଯାଇ ସୀତା ଏନ୍ତୁଡ଼ି ଶାଳ, ମାମୁଁ ଭଣଜା ପଥର, ଅସୁର ପାଦ ଚିହ୍ନ, ଦେଖୁବାକୁ ପ୍ରବଳ ଭିଡ଼ ହୋଇଥାଏ.. ଲଦାଗଡ଼ ପୀଠରୁ ଶଣ୍ଟିଲୋ ପାହାଡ଼ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥୂବାର କଥା ଶୁଣିବାକୁ ମିଳିଥାଏ,, ରଜ ସଂକ୍ରାନ୍ତି, ବକୁଳ ଆମଆବଶ୍ୟ, ବିଶ୍ବ ଶାନ୍ତି ୟଂଜ୍ଞ, ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ..ତେଣୁ ପୀଠଟି ସବୁବେଳେ ଗହଳ ଚହଳ ଥାଏ।

Leave a Reply

Your email address will not be published. Required fields are marked *