Spread the love

ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ମା ଦରିଆ ନାହାକାଣୀ ପୀଠରେ ବିଶ୍ଵ ସମୁଦାୟର ଐକ୍ୟ ଭାବ ଭାବନାରେ ସାମ୍ପ୍ରତିକ ସ୍ଥିତି ସଚେତନତା ଦୃଷ୍ଟିରୁ ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ର ମିଳିତ ସହଯୋଗ ରେ ମା ଦରିଆ ନାହାକାଣୀ ପୀଠରେ ସାମ୍ବସ୍ବରିକ ସମାରୋହ , ସମ୍ବର୍ଦ୍ଧନା ଉତ୍ସବ ଓ କବିତା ପାଠୋତ୍ସବ ରେ ଅନୁପସ୍ଥିତି ଥିବା ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଦ ର ପ୍ରାକ୍ତନ ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ଧରଣୀଧର ପାତ୍ର ଓ ଅବସରପ୍ରାପ୍ତ ସ୍କୁଲ ଅଫ ଏ ଏସ ଆଇ ନରହରି ପାତ୍ରଙ୍କୁ ଆଜି ଆଳି ତହସିଲ ପ୍ରାଙ୍ଗଣରେ ଆଳି ବାର ଆସୋସିଏସନର ସଂପାଦକ ଓ ଆଳି ନାଗରିକ ମଞର ସଂପାଦକ ଆଡଭୋକେଟ ଅକ୍ଷୟ କୁମାର ମଲ୍ଲୀକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ମହେଶ୍ୱର ନନ୍ଦ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ସେମାନେ ହେଲେ ଆଳି ନାଗରିକ ମଞର ସଭାପତି ଧନେଶ୍ଵର ରାଉତ,ସହଦେବ ସିଂ। ଧନ୍ୟବାଦ ଅର୍ପଣ କରିଥିଲେ ସବୁଜ ଓଡ଼ିଶାର ସମ୍ପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ।

Leave a Reply

Your email address will not be published. Required fields are marked *