ଜାତୀୟ ମତଦାନ ଦିବସ ପାଳିତ
ଆଜି ତା -୨୫.୦୧.୨୦୨୬ ରିଖ ରବିବାର ଦିନ ମେରା ଯୁବ ଭାରତ, ଢେଙ୍କାନାଳ ଓ “ପ୍ରିୟ” ଯୁବ ସାମାଜିକ ଅନୁଷ୍ଠାନ ର ମିଲିତାନୁକୁଲ୍ୟ ରେ ପ୍ରିୟ କାର୍ଯ୍ୟାଳୟ ଠାରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଅଛି। ନୂଆ ଭୋଟର ମାନେ ପ୍ଲାକ କାର୍ଡ ଧରି ସାଇକେଲ ଶୋଭା ଯାତ୍ରା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଉଦ୍ଘାଟନ କରିଥିଲେ। ଯୁବ ଭୋଟର ମାନଙ୍କ ମଧ୍ୟରେ ନିର୍ଭିକ, ନିରପେକ୍ଷ ମତଦାନ ଦେବାକୁ ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)