Spread the love

ସ୍ୱତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ, ଗୋଲାମୁଣ୍ଡା ବ୍ଳକ୍, କଳାହାଣ୍ଡି

ଧର୍ମଗଡ(ଜାଗ୍ରତ ଭାରତ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣା ବ୍ଳକ୍ ଅଧିନସ୍ଥ ସିନାପାଲି ଓ ଲାଞ୍ଚ ପଞ୍ଚାୟତ ଠାରେ ଆଜି ସ୍ୱତନ୍ତ୍ର ଉତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଗୋଲାମୁଣ୍ଡା ବ୍ଳକ୍ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ ଯୋଗଦାନ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଏବିଡ଼ିଓ ବିଜୟ କୁମାର ନାଏକ,ସମିତିସଭ୍ୟ ଲୋଚ଼ନ ନାଏକ, ଏବଂ ସରପଞ୍ଚ ନାକେଶ୍ଵର ପୁଟେଲ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ୱାଡ଼ର ୪୦ ଜଣ ମହିଳା ପୁରୁଷଙ୍କୁ ନୂତନ ଉତ୍ତା ଟଙ୍କା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପଞ୍ଚାୟତର ପିଇଓ ଗୌର ମଣି ନାଏକ ଦାଇତ୍ୱ ତୁଲାଇଥିଲେ । ପଞ୍ଚାୟର ଶତାଧିକ ପୁରୁଷ ମହିଳା ଏହି ଭତ୍ତା ବଷ୍ଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *

You missed