Category: ନୂଆଦିଲ୍ଲୀ

କ୍ୟାରିବିଆନ୍ ସାଗରରେ ଘନେଇଲା ଯୁଦ୍ଧର ବାଦଲ: କ୍ୟୁବାକୁ ଘେରିଲା ଆମେରିକା

ଇରାନ ସହିତ ତିକ୍ତତା ଓ କଟକଣା ପରେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର କ୍ୟୁବା ଉପରେ ପଡ଼ିଛି। ସାମରିକ ଓ ରଣନୈତିକ ସ୍ତରରେ ନିଜର ଦବ୍‌ଦବା ଜାହିର କରିବା ପାଇଁ ଆମେରିକା ଏବେ କ୍ୟାରିବିଆନ୍ ସାଗରରେ ନିଜର ଶକ୍ତିଶାଳୀ…

ଓଡ଼ିଶାରେ ୬୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନ ଜିତିବା ପାଇଁ ବଡ଼ ଟାର୍ଗେଟ୍

ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ବିଗୁଲ୍ ଫୁଙ୍କି ସାରିଲାଣି ଶାସକ ଭାରତୀୟ ଜନତା ପାର୍ଟି (BJP)। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ଏବଂ ଗ୍ରାମାଞ୍ଚଳରେ ନିଜର ଦବଦବା ଜାହିର କରିବା ପାଇଁ ରାଜ୍ୟ ବିଜେପି…

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

ନୁଆଦିଲ୍ଲୀ : ଇରାନ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ୍ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ…

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

ନୁଆଦିଲ୍ଲୀ : ପାଞ୍ଚଟି ରାଷ୍ଟ୍ର ଗସ୍ତ ସାରି ଭାରତ ଫେରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (୨୧ ମଇ, ୨୦୨୬) ଦିନ ସେବା ତୀର୍ଥ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଠାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି…

ଜୁନ୍‌ରେ ଫ୍ରାନ୍ସରେ ଜି୭ ସମ୍ମିଳନୀରେ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି!

ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି। ଏହା ଆସନ୍ତାମାସରେ ଫ୍ରାନ୍ସରେ ହେବାକୁ ଥିବା G-7 ଶିଖର ସମ୍ମିଳନୀ ସମୟରେ ହୋଇପାରେ| ଟ୍ରମ୍ପଙ୍କ…

ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼ ; ଯାତ୍ରୀ ସୁରକ୍ଷିତ

ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ…

ଆଜି ଦେଶର ସମସ୍ତ ଔଷଧ ଦୋକାନ ୨୪ ଘଣ୍ଟିଆ ବନ୍ଦ

ଆଜି ଦେଶର ସମସ୍ତ ଔଷଧ ଦୋକାନ ୨୪ ଘଣ୍ଟିଆ ବନ୍ଦ ଅନୁଗୋଳ/ଭୁବନେଶ୍ୱର/ନୂଆଦିଲ୍ଲୀ – ଅନ୍ ଲାଇନ ରେ ଔଷଧ ବିକ୍ରି ହେଉଛି। ଏଥିରେ ଦେଶର ଔଷଧ ଦୋକାନ ଗୁଡିକ ପ୍ରଭାବିତ ହେଉଛନ୍ତି। ଏହାକୁ ପ୍ରତିବାଦ କରି ଦେଶର ସମସ୍ତ ଔଷଧ ଦୋକାନ…

ବାଂଲାଦେଶରେ ଭାରତୀୟ ହାଇ କମିଶନରେ ମିଳିଲା ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ, ତଦନ୍ତ ଆରମ୍ଭ

ବାଂଲାଦେଶରେ ଭାରତୀୟ ହାଇ କମିଶନରେ ମିଳିଲା ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ, ତଦନ୍ତ ଆରମ୍ଭ ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଭାରତୀୟ ହାଇ କମିଶନ (Indian High Commission) ପରିସରରୁ ଜଣେ ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏବେ ଚାଞ୍ଚଲ୍ୟ…

ଆଣ୍ଡାମାନ ଛୁଇଁଲା ମୌସୁମୀ: କେରଳରେ ଆଗୁଆ ପ୍ରବେଶ ସମ୍ଭାବନା

ନୁଆଦିଲ୍ଲୀ: ଦେଶରେ ଆଗକୁ ବଢ଼ିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଏହା ଆଣ୍ଡାମାନ ଛୁଇଁ ଆଗକୁ ଅଗ୍ରସର ହୋଇଛି । ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର,…

ସେପ୍ଟେମ୍ବରରେ ଭାରତ ଆସିବେ ପୁଟିନ, ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ

ସେପ୍ଟେମ୍ବରରେ ଭାରତ ଆସିବେ ପୁଟିନ, ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ ନୂଆଦିଲ୍ଲୀ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବା ନେଇ ପ୍ରସ୍ତୁତି ଚାଲିଛି। ଭାରତରେ ଆୟୋଜିତ ହେବାକୁ ଥିବା ପ୍ରମୁଖ ବ୍ରିକ୍ସ (BRICS) ଶିଖର…