ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ପ୍ରସ୍ତାବିତ ଚୁକ୍ତିନାମା ଜୁନ୍ 14 ତାରିଖରେ ସ୍ୱାକ୍ଷରିତ ହୋଇପାରେ। ସେ କହିଛନ୍ତି…
