Category: ବାଲେଶ୍ଵର

ନାଲକୋକୁ କୋଇଲା ଓ ପାଣି ବନ୍ଦ ନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରସ୍ତୁତି ବୈଠକ ।

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି…

ସେକ୍ସ ରାକେଟରେ ବଙ୍ଗାଳୀ ଯୁବତୀ – ଠାବ କଲେ ପୋଲିସ

ବାଲେଶ୍ବର ପୁଲିସ ଦ୍ବାରା ସେକ୍ସ ରାକେଟ ଠାବ କରାଯାଇଛି। ବାଲେଶ୍ବର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରାଯାଇଛି। ବସ୍ତା, ଶିଂଲା, ମେଘଡମ୍ବର ଆଦି ଅଞ୍ଚଳରେ ଚଢ଼ାଉ ପରେ ପୁଲିସ ପକ୍ଷରୁ ୧୩ଜଣଙ୍କୁ ଗିରଫ କରାଯାଇଛି। ରାକେଟରେ…

ଜମିବାଡି ଭାଗବଣ୍ଟା ନେଇ ସାନ ଭାଇ ଆକ୍ରମଣ ରେ ବଡ ଭାଇ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର…

ଅନୁଗୋଳ ପୌରପୋଳିକାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…

ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି ଅଭିଯୋଗରେ ଯୁବକକୁ କୋର୍ଟଚାଲଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର…

ବନ୍ଦାରେ ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା…

ସମାଜ କାର୍ଯ୍ୟାଳୟ ସମ୍ମୁଖ ରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ

ଅନୁଗୋଳ ଜିଲ୍ଲାର ସମାଜ କାର୍ଯ୍ୟାଳୟ ସମ୍ମୁଖରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର। ସୂଚନା ଯେ, ବୁଲେଟ ଚାଳକ ଜନଙ୍କ ବସ ଷ୍ଟାଣ୍ଡ ଆଡୁ DIC ଛକ ଅଭିମୁଖେ ଯାଉଥିବା ବେଳେ ସମାଜ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ଘଟି ଥିବା…

ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟିଆଲ ଥାନା ଅନ୍ତର୍ଗତ ଜିନ୍ଦଲ ନିକଟରେ ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଖଇରବେରେଣୀ ଗ୍ରାମର ନିରଞ୍ଜନ ସାହୁ। ସୂଚନା…

ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ ନେଇ ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ : ଗିରିରାଜ ସିଂ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ…