Category: ନୂଆଦିଲ୍ଲୀ

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ,…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

ନୁଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ବିଦେଶ ମନ୍ତ୍ରୀ ରୁବିଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି, ବ୍ୟବସାୟ ଓ ନିବେଶ, ଊର୍ଜା ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଓ ନାଗରିକ ସମ୍ପର୍କ ସମେତ ବିଭିନ୍ନ…

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ମୁମ୍ବାଇ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରତିରକ୍ଷା କ୍ଷେତ୍ରର ବ୍ୟାପକ ପ୍ରସାର ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ…

ମଣିପୁରରେ ବିପୁଳ ପରିମାଣର ଲୁଟ୍ ଅସ୍ତ୍ରଶସ୍ତ୍ର ଜବତ,୪ ଗିରଫ

ଇମ୍ଫାଲ:ମଣିପୁରରେ ଅବୈଧ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ବଡ଼ ସଫଳତା ମିଳିଛି ।ମଣିପୁରରେ ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ୬୭ଟି ଅସ୍ତ୍ରଶସ୍ତ୍ର ଏବଂ…

ମେ ମାସରେ ୩ୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି;ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧ ପଇସା

ନୁଆଦିଲ୍ଲୀ:ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣିଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ସୂଚନାଥାଉକି, ମେ ମାସରେ ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି…

ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀକୁ ଜୀବନରୁ ମାରିଦେବାକୁ ଧମକ, ଭୟଭୀତ ପରିବାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର ଲୋକଙ୍କୁ…

ଯୋଧପୁର-ଜୈସଲମେରରେ ରେଳ ଭିତ୍ତିଭୂମିକୁ ନୂଆ ଶକ୍ତି; ଟ୍ରେନ୍ ସେବା ଓ କୋଚ୍ କେୟାର କମ୍ପ୍ଲେକ୍ସ ଉଦଘାଟନ

ଯୋଧପୁର-ଦିଲ୍ଲୀ କ୍ୟାଣ୍ଟ୍ ବନ୍ଦେ ଭାରତରେ ବଢ଼ିଲା କୋଚ୍ ସଂଖ୍ୟା; ଏବେ ୨୦ କୋଚ୍ ସହ ଚଳାଚଳ ସାବରମତୀ-ଯୋଧପୁର ଏକ୍ସପ୍ରେସ୍ର ଜୈସଲମେର ପର୍ଯ୍ୟନ୍ତ ସମ୍ପ୍ରସାରଣ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ…

୬୦ ଦିନରେ ଚାକିରି ଖୋଜ, ନହେଲେ ଆମେରିକା ଛାଡ଼

ଆମେରିକାର H-1B ଭିସାର ପ୍ରାୟ ୭୦ ପ୍ରତିଶତ ଭାରତୀୟ କର୍ମଚାରୀ ବ୍ୟବହାର କରୁଥିବାରୁ ସେମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ଆମେରିକାର ସାମ୍ପ୍ରତିକ ଇମିଗ୍ରେସନ ନିୟମ ଅନୁଯାୟୀ, H-1B ଭିସାଧାରୀଙ୍କ ଚାକିରି ଚାଲିଗଲେ ସେମାନଙ୍କୁ ଆଇନ ଗତ ଭାବେ ରହିବା…

ଛାତ୍ରଛାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଏକାଧିକ ପରୀକ୍ଷା, NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା

ନୁଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ । NEET ଓ JEE ବଦଳରେ ଆସିପାରେ…

୧୦ ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ, ସାମ୍ନାକୁ ଆସିଲା ତାରିଖ

ନୁଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଜୁନ୍-ଜୁଲାଇରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି। ଦଶଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍-ଜୁଲାଇରେ ଶେଷ ହେବାକୁ ଯାଉଛି।…