କ୍ୟାରିବିଆନ୍ ସାଗରରେ ଘନେଇଲା ଯୁଦ୍ଧର ବାଦଲ: କ୍ୟୁବାକୁ ଘେରିଲା ଆମେରିକା
ଇରାନ ସହିତ ତିକ୍ତତା ଓ କଟକଣା ପରେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର କ୍ୟୁବା ଉପରେ ପଡ଼ିଛି। ସାମରିକ ଓ ରଣନୈତିକ ସ୍ତରରେ ନିଜର ଦବ୍ଦବା ଜାହିର କରିବା ପାଇଁ ଆମେରିକା ଏବେ କ୍ୟାରିବିଆନ୍ ସାଗରରେ ନିଜର ଶକ୍ତିଶାଳୀ…
