Month: February 2026

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନିର୍ଦ୍ଦେଶ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ। ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂରାଜସ୍ବ ଓ ୨୫.୩୨ କୋଟି ଜଳକର ବାକି ରହିଛି…

ଶ୍ରୀ ଶ୍ୟାମ ବିହାରୀଙ୍କ ଫାଲଗୁନ ମହୋତ୍ସବ

ଶ୍ରୀ ଶ୍ୟାମ ବିହାରୀଙ୍କ ଫାଲଗୁନ ମହୋତ୍ସବ ଭଟଲି (ଅଭିମନ୍ୟୁ ପଧାନ) : ପବିତ୍ର ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ଭଟଲି କୁଶନପୁରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଫାଲଗୁନ ମେଳା ପାଳିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ଟାରୁ…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ

ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି। ରାୟ ଉପରେ ପ୍ରତିକ୍ରିୟା ଦେଇ ତେଲଙ୍ଗାନା ଜାଗୃତିର ପ୍ରତିଷ୍ଠାତା କେ. କବିତା ‘ସତ୍ୟମେବ ଜୟତେ’…

ମାର୍ଚ୍ଚ ୨୮ରୁ ଆଇପିଏଲ୍‌, ମେ’ ୩୧ରେ ଫାଇନାଲ୍‌

ଆଇପିଏଲ୍‌-୨୦୨୬ ଆସନ୍ତା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ମେ ୩୧ରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଲିଗ୍‌ର ଫାଇନାଲ୍‌ ଖେଳାଯିବ । ପୂର୍ବରୁ ଆଇପିଏଲ୍‌ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେବେ କେତେକ ଅନିର୍ବାଜ୍ୟ…

ଆଜି ସନ୍ଧ୍ୟାରେ ମହାକାଶରେ ଶୋଭାଯାତ୍ରା: ଖାଲି ଆଖିରେ ଦେଖିପାରିବେ ଏହି ବିରଳ ଦୃଶ୍ୟ

ଆକାଶରେ ଅଦ୍ଭୁତ ଦୃଶ୍ୟ: ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିବ ‘ପ୍ଲାନେଟାରୀ ପରେଡ୍’ ​ଅନୁଗୋଳ/ଭୁବନେଶ୍ୱର (ଜାଗ୍ରତ ଭାରତ ନ୍ୟୂଜ): ମହାକାଶ ପ୍ରେମୀଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଦିନ। ଆଜି ସନ୍ଧ୍ୟା ଆକାଶରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି, ଯାହାକୁ…

୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍‌ ଶାହା

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ମାର୍ଚ୍ଚ ୫ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୬ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟ ସୂଚୀ ରହିଛି ।…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି।ବୈଠକ ପରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ…

ପ୍ରୀତିରଞ୍ଜନଙ୍କ ନିର୍ବାଚନୀ ମାମଲା ହାଇକୋର୍ଟରେ ଖାରଜ

କଟକ: ଓଡିଶା ହାଇକୋର୍ଟରେ ଖାରଜ ହେଲା ଡାନି ଘଡେଇଙ୍କ ନିର୍ବାଚନୀ ମାମଲା । ବିଜେଡିର ପରାଜିତ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇଙ୍କ ନିର୍ବାଚନୀ ମାମଲା ଖାରଜ ହୋଇଛି । ବିଦାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆବେଦନକୁ ଗ୍ରହଣ କରି ହାଇକୋର୍ଟ…

ମାର୍ଚ୍ଚ ୧ରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ ମୋଦୀ

ନୁଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ମାର୍ଚ୍ଚ ୧) ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବାକୁ ଯାଉଛନ୍ତି। ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ ପରେ, ପ୍ରଧାନମନ୍ତ୍ରୀ ୨୮ ଫେବୃଆରୀ ରାତି ପ୍ରାୟ ୯ ଟାରେ…