ଶ୍ରୀ ଶ୍ୟାମ ବିହାରୀଙ୍କ ଫାଲଗୁନ ମହୋତ୍ସବ

ଶ୍ରୀ ଶ୍ୟାମ ବିହାରୀଙ୍କ ଫାଲଗୁନ ମହୋତ୍ସବ

ଭଟଲି (ଅଭିମନ୍ୟୁ ପଧାନ) : ପବିତ୍ର ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ଭଟଲି କୁଶନପୁରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଫାଲଗୁନ ମେଳା ପାଳିତ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ଟାରୁ ବରଗଡ଼ ସ୍ବୟଂସିଦ୍ଧା ଭବନରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀରୁ ଆସିଥିବା ରୀତିକ ଗୁପ୍ତା, ଭାବନା ସ୍ବରାଞ୍ଜଳି ଏବଂ ସମ୍ବଲପୁରର ରାଜୀବ ପୁରୀ, ସୁରେଶ ଫୁଦଡା ଭଜନ ପରିବେଷଣ କରିଥିଲେ। ଶୁକ୍ରବାର ପ୍ରାତଃ ୩ଟାରେ ସ୍ବୟଂସିଦ୍ଧା ଭବନରୁ ଭଟଲି ଧାମ ପର୍ଯ୍ୟନ୍ତ ୫ ହଜାରରୁ ଊର୍ଦ୍ଧ ଶ୍ରଦ୍ଧାଳୁଙ୍କ ଶ୍ରୀ ଶ୍ୟାମ ବିଶାଳ ନିଶାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ରଖୁଥ‌ିବା ଭକ୍ତମାନେ ନିଶାନ ଧରି ୧୭ କିଲୋମିଟର ଚାଲିଚାଲି ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ଛତିଶଗଡ଼ ପଟରୁ ମଧ୍ଯ ଶହ ଶହ ଭକ୍ତ ନିଶାନ ନେଇ ପଦଯାତ୍ରାରେ ଭଟଲି ପହଞ୍ଚିଥିଲେ । ନିଶାନ ଧରି ଆସୁଥିବା ପଦଯାତ୍ରୀ ଭକ୍ତମାନଙ୍କ ପାଇଁ ବରଡୋଲରୁ ଭଟଲି ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ଵରେ ଛତିଶଗଡ଼ ବରମକେଲାର ଶ୍ୟାମ ଭକ୍ତଙ୍କ ଦ୍ବାରା ଗାଲିଚା ବିଛା ଯାଇଥିଲା। ଏ ଉପଲକ୍ଷେ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଭବ୍ୟ
ଅଲୌକକ ଶୃଙ୍ଗାର ଅନୁଷ୍ଠିତ ହୋଇଥିଲା ।

ପ୍ରାତଃ ୭ଟାରୁ ବାବାଙ୍କ ଅଖଣ୍ଡ ଜ୍ୟୋତି ସହିତ କାନପୁରରୁ ଆସିଥିବା ଶେଫାଳି ଦ୍ବିବେଦୀଙ୍କ
ଦ୍ଵାରା ଶ୍ୟାମ ସଙ୍କୀର୍ତ୍ତନରେ ଭକ୍ତ ମଜ୍ଜି ଯାଇଥିଲେ I ମନ୍ଦିର ପରିସରକୁ ସଜ ଫୁଲ ତଥା ଆଲୋକରେ ଆକର୍ଷଣୀୟ ଭାବରେ ସଜା ଯାଇଥିଲା । ଦିନ ୨ଟାରେ ବିରାଟ ସତରଙ୍ଗି ରଥଯାତ୍ରା ନଗର ପରିକ୍ରମା ସହିତ ରଙ୍ଗ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା I କୃଷ୍ଣ ଭଗବାନଙ୍କ ଫଟୋ ସହିତ ଶ୍ୟାମ ବାବାଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ରଥରେ ବସାଇ ଅନେକ ସାଂସ୍କୃତିକ ଦଳ ଯଥା ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ, ବ୍ୟାଣ୍ଡ ପାର୍ଟି, ଧମାଳ ସହିତ ଆକର୍ଷଣୀୟ ଶୋଭାଯାତ୍ରା ବାହାରିଥିଲା । ଅନ୍ୟ ଏକ ରଥରେ ଶ୍ରୀ ଶ୍ୟାମ ବାବା, ପଞ୍ଚୁପାଣ୍ଡବ ଏବଂ ବୀର ହନୁମାନଙ୍କ ଭୂମିକାରେ ପିଲାମାନଙ୍କୁ ସଜ୍ଜିତ କରି ରଥରେ ବସାଇ ମହାଭାରତର ରୂପ ଦିଆଯାଇ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସହିତ ଅବିର ଖେଳି ବସନ୍ତ ମହୋତ୍ସବ ପାଳନ କରିଥିଲେ । ଶୋଭାଯାତ୍ରାରେ ଆବାଳ ବୃଦ୍ଧ ବନିତା ସାମିଲ ହୋଇ ପରସ୍ପରଙ୍କୁ ଅବିର ଲଗାଇ ଶୁଭେଚ୍ଛା ଜଣାଇଥିଲେ । ରଥ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁ ମନ୍ଦିରରେ ବିଜେ କରିଥିଲେ । ରାତ୍ରିରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କୁ ସ୍ବତନ୍ତ୍ର ସ୍ୱାମଣୀ ପ୍ରସାଦ ଏବଂ ଛପନ ଭୋଗ ଲାଗି କରାଯାଇ ବଣ୍ଟନ କରାଯାଇଥିଲା I ଚଳିତ ବର୍ଷ ଏହି ମହୋତ୍ସବକୁ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ମହାରାଷ୍ଟ୍ର ତଥା ଦେଶର ଅନେକ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ପ୍ରବଳ ଭିଡ଼ ଯୋଗୁଁ ଭଟଲି ଅମ୍ବାଭୋନା ରାସ୍ତାରେ ଜାମ ଲାଗି ରହିଥିଲା। ଶ୍ରଦ୍ଧାଳୁମାନଙ୍କୁ ନିଶୁଳ୍କ ତ‌ଥା ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ପ୍ରକାର ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ସେହିପରି କୁସନପୁରୀ ସ୍ଥିତ ମୋଧା ବାବା ଜ୍ୟୋତି ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି ତିଥିରେ ନାମ ଯଜ୍ଞର ଶୁଭାରମ୍ଭ ହୋଇଛି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech