ସୁବର୍ଣ୍ଣପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି
ସୋନପୁର: ସୁବର୍ଣ୍ଣପୁର ଜିଲା ସଂସ୍କୃତି ସମ୍ପନ୍ନ। ଏହି ମାଟିରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ରହିଛି। ଯେଉଁ ସନ୍ଥଙ୍କ କାଳଜୟୀ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…’ କେବଳ ରାଜ୍ୟ ଓ ଭାରତ କାହିଁକି;…
