Category: Andhra Pradesh

କର୍ଣ୍ଣାଟକ-ଆନ୍ଧ୍ରରେ ରେଳ ଭିତ୍ତିଭୂମିକୁ ବଡ଼ ବଳ, ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍‌ର ସବୁଜ ସଙ୍କେତ

କର୍ଣ୍ଣାଟକ-ଆନ୍ଧ୍ରରେ ରେଳ ମଲ୍ଟିଟ୍ରାକିଂକୁ କ୍ୟାବିନେଟ୍‌ର ସବୁଜ ସଙ୍କେତ; ₹୧,୨୬୪ କୋଟିର ପ୍ରକଳ୍ପ ୨୦୨୮-୨୯ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆନ୍ଧ୍ରରେ କରୋନା ମୃତ୍ୟୁ ପରେ ସୀମାନ୍ତ ଅଞ୍ଚଳରେ ସତର୍କତା, ଓଡ଼ିଶାରେ ହାଇ ଆଲର୍ଟ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଓଡ଼ିଶାରେ ସତର୍କତା । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସୀମାନ୍ତ ଜିଲ୍ଲାର ମୁଖ୍ୟ…

ପୂର୍ବତନ ବିଧାୟିକା କେ. କବିତା ଗଢ଼ିଲେ ନୂଆ ଦଳ

ହାଇଦରାବାଦ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା ତଥା ପୂର୍ବତନ ବିଧାୟିକା କେ.କବିତା ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସେନା) ରଖାଯାଇଛି। ଶନିବାର ମେଦଚାଲ ଜିଲା ଅନ୍ତର୍ଗତ ମୁନିରାବାଦଠାରେ…

ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା; ୨୭ ହଜାର ୬୫୦ କୋଟି ଟଙ୍କାର ଏମ୍ ଓ ୟୁ ସ୍ବାକ୍ଷରିତ

ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା; ୨୭ ହଜାର ୬୫୦ କୋଟି ଟଙ୍କାର ଏମ୍ ଓ ୟୁ ସ୍ବାକ୍ଷରିତ ଭୁବନେଶ୍ବର: ହାଇଦ୍ରାବାଦରେ ଅୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ଯୋଗଦେବା ପରେ ଓଡ଼ିଶା ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର…

ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଷ୍ଟାଚୁ ଅଫ ଇକ୍ୟୁଆଲିଟି ବୁଲିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦ୍ରାବାଦରେ ଅବସ୍ଥିତ ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କରି ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ…

ନକ୍ସଲ ସଂଗଠନର ୪୧ ସଦସ୍ୟଙ୍କ ଆତ୍ମସମର୍ପଣ

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ଦିନ ଧରି ଏମାନେ ମାଓ…

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ

ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ । ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି ।…

ଏନ୍‌ଆଉଣ୍ଟରରେ ଟଳିଲେ ଟପ୍‌ ମାଓବାଦୀ ହିଡମା

ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏକ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ଜଣ ଟପ୍‌ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଏନ୍‌କାଉଣ୍ଟରରେ ଟପ୍‌ ମାଓବାଦୀ ନେତା ମାଡଭି ହିଡମା ଏବଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ମୃତଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ…

ତେଲଙ୍ଗାନା କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ମହମ୍ମଦ ଆଝାରୁଦ୍ଦିନ

ପୁର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍‌ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍‌ଙ୍କ ନିଯୁକ୍ତି…