କୋଲିୟରି ଥାନା ପକ୍ଷରୁ ‘ଆମ ପୁଲିସ’ ବୈଠକ
ତାଳଚେର, ତାଳଚେର, ୦୨/୦୬ ତାଳଚେର କୋଲିୟରି ଥାନା ପକ୍ଷରୁ ଆମ ପୁଲିସ୍ ସମିତି ସମିତି ବୈଠକ ଅନୁଷ୍ଠିତ ହୋଇଛି। ତାନ ତାଳଚେର ବ୍ଳକ୍ର ବିଭିନ ପଞ୍ଚାୟତ ও ପୌରପରିଷଦର ଶତାଧିକ ଳେ ଧିକ ଲୋକ ଯୋଗ ଦେଇଥିଲେ। ସାଇବର ସଚେତନତା ଠାରୁ ଆରମ୍ଭକରି ପୁଲିସ ପାଟ୍ରୋଲିଂ ସହ ପୁଲିସ ଓ ଜନତ ଜନତାଙ୍କ ଭିତରେ ସୁସମ୍ପର୍କ ସ୍ଥାପନ ନିମନ୍ତେ ଆଲୋଚନା ହୋଇଥି ରଥିଲା। ପୁଲିସକୁ ଭୟ ନକରି ସମସ୍ତେ ଭଲ ପାଇବା ଦେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କୋଲିୟରି ଭାରପ୍ରାପ୍ତ ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଥିଲେ। ତାଳଚେରରେ ବ୍ରାଉନସୁଗାର କାରବାର ଉ ଉପରେ ପୁଲିସ ରୋବ ାକ ଲଗାଇ ପା ପାରିଥିବାରୁ ଅଞ୍ଚଳବାସୀ ଧନ୍ୟବାଦ ଜ୍ଞାପନ କରିଥିଲେ | ତାଳଚେରରେ ନିଶା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆଗାମୀ ଦିନରେ ପୁଲିସ ପକ୍ଷରୁ ଜୋରଦାର ଚଢ଼ଉ କରାଯିବା ସହ ଅପରାଧୀଙ୍କୁ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏସ୍ଆଇ ବ୍ରହ୍ମାନନ୍ଦ ସାହୁ, ବଳରାମ ସାମନ୍ତରାୟ, ସଞ୍ଜୀବ ଜାଲ, ପିକେ ମିଶ୍ର, ବିପୁଳ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

June 3, 2026/
No Comments


