
୮ ଘଣ୍ଟା ପାଇଁ ବିଜୁଳି ସରବରାହ ବନ୍ଦ ରହିବ : ବଅଁରପାଳ ସବ୍ ଷ୍ଟେସନ୍
(ଜେ ବି ଏନ /ସୁଶାନ୍ତ କୁମାର)୦୯/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ବିଜୁଳି ସବ୍ ଷ୍ଟେସନ୍ ଅଞ୍ଚଳରେ ୮ ଘଣ୍ଟା ପାଇଁ ବିଜୁଳି ସରବରାହ ବନ୍ଦ ରହିବ। ଜନସାଧାରଣ ଉତ୍ତମଃ ବିଜୁଳି ସୁବିଧା TPCODL(ଟାଟା) ନିଜର ଗ୍ରୀଡ ଷ୍ଟେସନ ରକ୍ଷଣାବେକ୍ଷଣ କରାଉଥିବା ରୁ ସକାଳ ୮ ଘଣ୍ଟିକା ଠାରୁ ପ୍ରାୟ ସନ୍ଧ୍ୟା ୪ ଘଣ୍ଟିକା ପର୍ଯ୍ୟନ୍ତ ବିଜୁଳି ସେବା ବନ୍ଦ ରଖିବେ। ଏଥି ପ୍ରତି ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ TPCODL କର୍ତ୍ତୃପକ୍ଷ ରୁ ଅନୁରୋଧ କରିଛନ୍ତି।



