Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାତକୋଶିଆ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୧ ଗିରଫ

ଜେ ବି ଏନ, ୧୯/୦୩ /୨୦୨୧, ଅନୁଗୋଳ : ଜଙ୍ଗଲରେ ନିଆଁ ଲଗାଇବା ବେଳେ ବନ ବିଭାଗ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି l ସାତକୋଶିଆ ବନ୍ୟାଞ୍ଚଳ ରେ ଅନୁଗୋଳ ଜିଲ୍ଲାର ପୁରୁଣାକୋଟ ଥାନା ଅନ୍ତର୍ଗତ ତରଭା ଗ୍ରାମର ସ୍ଵର୍ଗତ ନିତ୍ୟାନନ୍ଦ ପ୍ରଧାନ ଙ୍କ ୩୮ ବର୍ଷୀୟ ପୁଅ ସୁମନ୍ତ ପ୍ରଧାନ ଜଙ୍ଗଲରେ ନିଆଁ ଲଗାଇବା ବେଳେ ବନ ବିଭାଗ ଦ୍ଵାରା ଗିରଫ ହୋଇଛି l ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l