ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ

୨୦ ବିଜେତାଙ୍କୁ ୪.୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧୦ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ ଓ ଢେଙ୍କାନାଳର ୬ ଜାତୀୟ ସ୍ତରୀୟ ଭଲିବଲ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା – ୧୦ କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ଓ ଭୁବନେଶ୍ଵରର ସାମସଦ୍ ଆରା ବେଗମ ବିଜୟୀ

ପରିବେଶର ସୁରକ୍ଷା ଲାଗି ପ୍ରତି ଧାବକ ପଂଜୀକରଣ ପିଛା ଗୋଟିଏ ଚାରା ରୋପଣ କରିବାକୁ ଟାଟା ଷ୍ଟିଲ୍‌ ପ୍ରତିବଦ୍ଧ

ଭୁବନେଶ୍ଵର : ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍ – ଏ – ଅନ୍‌ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ , ଢେଙ୍କାନାଳ ସରୋଜ କୁମାର ସେଠୀ , ଆଇଏଏସ , ଢେଙ୍କାନାଳ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ର , ଟାଟା ଷ୍ଟିଲ୍‌ର ଉପସଭାପତି – କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି ଅପରେସନ୍ସ ସୁବୋଧ ପାଣ୍ଡେଙ୍କ ଭଳି ଅତିଥିଙ୍କ ଦ୍ବାରା ୧୦ କିମି ଓ ୫ କିମି ଦୌଡ଼କୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୫ କିମି ବର୍ଗରେ ଅଂଶଗ୍ରହଣକାରୀମାନେ ପ୍ରତିଦ୍ବନ୍ଦିତା କରିବା ଦେଖିବାକୁ ମିଳିଥିଲା । କଂଗବଣିଆ ସ୍ଥିତ କାରଖାନାର ହାଉସିଂ କଲୋନୀରୁ ଦୌଡ଼ ଆରମ୍ଭ ହୋଇଥିଲା ଏବଂ ତାହା ଏନ୍ଏଚ୍ – ୫୫ ସର୍ଭିସ୍ ରୋଡ୍ ଓ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଆଗକୁ ବଢ଼ିଥିଲା । ୧୦ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ବିଜେତା ହୋଇଥିବା ବେଳେ ୧୦ କିମି ଦୌଡ଼ ମହିଳା ବର୍ଗରେ ସାମସଦ୍ ଆରା ବେଗମ ବିଜୟିନୀ ହୋଇଥିଲେ । ୫ କିମି ବର୍ଗରେ ପୁରୁଷରେ ପ୍ରବୀଣ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍ – ଏ – ଅନ୍‌ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ – ୨୦ ବିଜେତାଙ୍କୁ ୪.୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ – ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧୦ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା – ଅନୁଗୁଳ ଓ ଢେଙ୍କାନାଳର ୬ ଜାତୀୟ ସ୍ତରୀୟ ଭଲିବଲ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା – ୧୦ କିମି ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ଓ ଭୁବନେଶ୍ଵରର ସାମସଦ୍ ଆରା ବେଗମ ବିଜୟୀ – ପରିବେଶର ସୁରକ୍ଷା ଲାଗି ପ୍ରତି ଧାବକ ପଂଜୀକରଣ ପିଛା ଗୋଟିଏ ଚାରା ରୋପଣ କରିବାକୁ ଟାଟା ଷ୍ଟିଲ୍‌ ପ୍ରତିବଦ୍ଧ ଭୁବନେଶ୍ଵର : ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍ – ଏ – ଅନ୍‌ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ , ଢେଙ୍କାନାଳ ସରୋଜ କୁମାର ସେଠୀ , ଆଇଏଏସ , ଢେଙ୍କାନାଳ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ର , ଟାଟା ଷ୍ଟିଲ୍‌ର ଉପସଭାପତି – କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି ଅପରେସନ୍ସ ସୁବୋଧ ପାଣ୍ଡେଙ୍କ ଭଳି ଅତିଥିଙ୍କ ଦ୍ବାରା ୧୦ କିମି ଓ ୫ କିମି ଦୌଡ଼କୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ ଏକ ସବୁଜ ଗ୍ରହ ପାଇଁ ଦୌଡ଼ ’ ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୫ କିମି ବର୍ଗରେ ଅଂଶଗ୍ରହଣକାରୀମାନେ ପ୍ରତିଦ୍ବନ୍ଦିତା କରିବା ଦେଖିବାକୁ ମିଳିଥିଲା । କଂଗବଣିଆ ସ୍ଥିତ କାରଖାନାର ହାଉସିଂ କଲୋନୀରୁ ଦୌଡ଼ ଆରମ୍ଭ ହୋଇଥିଲା ଏବଂ ତାହା ଏନ୍ଏଚ୍ – ୫୫ ସର୍ଭିସ୍ ରୋଡ୍ ଓ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଆଗକୁ ବଢ଼ିଥିଲା । ୧୦ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ବିଜେତା ହୋଇଥିବା ବେଳେ ୧୦ କିମି ଦୌଡ଼ ମହିଳା ବର୍ଗରେ ସାମସଦ୍ ଆରା ବେଗମ ବିଜୟିନୀ ହୋଇଥିଲେ । ୫ କିମି ବର୍ଗରେ ପୁରୁଷରେ ପ୍ରବୀଣ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech