Spread the love

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୋଳ ବନ୍ତଳା ରେଞ୍ଜ ଅନ୍ତର୍ଗତ ମହିଧରପଡା ଗାଁର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ସେହି ଗାଁ ର ଗଣେଶ୍ୱର ବେହେରା ମିଳିଥିବା ସୂଚନା ଆଜି ଦିନବେଳା କୌଣସି କାମରେ ନିଜ ଘର ପଛପଟ ବାଡିକୁ ଯାଇଥିଲେ ସେଠାରେ ପୂର୍ବରୁ ଏକ ଦନ୍ତା ହାତୀ ଗଣେଶ୍ୱର ବେହେରା ଙ୍କୁ କଚାଡି ଦେଇଥିଲା ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଥିଲା।ଏବେ ଗାଁରେ ଚାପା ଉତେଜନା ଲାଗିରହିଛି।ବନ ବିଭାଗ ଓ ପୋଲିସ ପହଁଚି ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *