ମଲ୍କୁ ସପିଙ୍ଗ ପାଇଁ ଯାଇଥିବା ବେଳେ ହଠାତ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଗାଡିରେ ରେ ଥିବା ଡ୍ରାଇଭର । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ଏମିତି ଘଟଣା ଘଟିଛି ।