Spread the love

ମେଗା ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ ହେବାକୁ ଯାଉଛି

 

ବିଷୟ ____ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ଠାରେ ଥିବା ମନ୍ମଥ ଧଳ ଡିଗ୍ରୀ କଲେଜ ଆନୁକୂଲ୍ୟରେ ଆସନ୍ତା ରବିବାର ୧୫ ତାରିଖରେ କିମସ ହସ୍ପିଟାଲ ଭୁବନେଶ୍ଵର ଦ୍ବାରା ଆୟୋଜିତ ହେବାକୁ ଏକ ମହା ମେଗା ସ୍ବାସ୍ଥ୍ୟଶିବିର। ଏଥିରେ ୨୧ ରୁ ଉର୍ଦ୍ଧ୍ବ ବିଭାଗର ବଡ଼ ବଡ଼ ଡ଼ାକ୍ତର,ଆସିବା ସହିତ ବିନା ମୂଲ୍ୟରେ ଔଷଧ ବଣ୍ଟନ ଏବଂ ବିଭିନ୍ନ ପ୍ରକାରର ପରୀକ୍ଷା ମଧ୍ୟ କରାଯିବ ବୋଲି ଆୟୋଜକଙ୍କ ସୁତ୍ରରୁ ଜଣାପଡିଛି।ଏହି ସ୍ବାସ୍ଥ୍ୟ ମେଳା ବିରିପଟା ଠାରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ।ଏଭଳି ସ୍ବାସ୍ଥ୍ୟ ମେଳା ଯାଜପୁର ଜିଲ୍ଲା ରେ ପ୍ରଥମ ବୋଲି ଆୟୋଜକଙ୍କ ସୁତ୍ରରୁ ଜଣାପଡିଛି।

 

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *