Spread the love

ଅଦ୍ୟ ତା.୦୬.୦୧.୨୪ ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ କଟକ ର ଏନସିସି , ସ୍କାଉଟ ଓ ଗାଇଡ ଭାଇ ଭଉଣୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଦାଶ ଙ୍କ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଶିଶୁ ମାନଙ୍କ ସହାୟତାରେ ଅମାନିଆ ଚାଳକ ମାନଙ୍କୁ ସଚେତନ କରାଇଥିଲେ।ବିଦ୍ୟାଳୟ ପରିଚାଳନା ସମିତି ର ସମ୍ପାଦକ ମହୋଦୟ ଯୋଗଦାନ କରିଥିଲେ। ସ୍ଥାନୀୟ ମାଲଗୋଦାମ ପୋଲିସ ଅଧିକାରୀ ମାନେ ଉକ୍ତ ସ୍ଥାନରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।
ଉକ୍ତ କର୍ଯ୍ୟ କ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୂରୁମା ଓ ସେବକ ଭାଇ ଭଉଣୀ ସହଯୋଗ କରିଥିଲେ
କଟକ ରୁ ରିପୋର୍ଟ୍ chandan କୁମାର ସାହୁ।

Leave a Reply

Your email address will not be published. Required fields are marked *