Spread the love

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ। ରାଉରକେଲାକୁ ନେଇ ୩ଟି ପ୍ରମୁଖ ଦାବି ସମ୍ବଳିତ ପତ୍ର ଦେଲେ।ଇଷ୍ଟକୋଷ୍ଟ ଅଧୀନରେ ରାଉରକେଲାରେ ନୂଆ ରେଳ ଡିଭିଜନ୍‌ ଦାବି। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (RSP)ର ସମ୍ପ୍ରସାରଣ ତ୍ବରାନ୍ବିତ ଦାବି । ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ଓ ଉନ୍ନତୀକରଣ ଦାବି।

Leave a Reply

Your email address will not be published. Required fields are marked *