Spread the love

ନୁଆଦିଲ୍ଲୀ: ବିସିସିଆଇ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରିଛି, ଏହା ସହିତ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ମଧ୍ୟ ଘୋଷଣା କରିଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଆଇପିଏଲ ଷ୍ଟାର 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତର ସିନିୟର ଟି- ୨୦ ଦଳରେ ସ୍ଥାନ ଦିଆଯାଇଛି। ଶ୍ରେୟାସ ଆୟର ଅଧିନାୟକ ହୋଇଛନ୍ତି ।

ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଦଳର ଅଧିନାୟକ ସୂର୍ଯ୍ୟକୁମାର ବାଦପଡିଛନ୍ତି । ବିସିଆଇ ଇତିହାସରେ ଏହା ପ୍ରମୁଖ ଘଟଣା । ସୂର୍ଯ୍ୟକୁମାର ଫର୍ମରେ ନଥିବାରୁ ତାଙ୍କୁ ବାଦ ଦିଆଯାଇଛି ।ଚଳିତ ଟି ୨୦ ଆଇପିଏଲରେ ସୂର୍ଯ୍ୟକୁମାରଙ୍କ ନୈରାଶ୍ୟ ଜନକ ଫଳ ପାଇଁ ଟି ଟ୍ୱେଣ୍ଟି ମ୍ୟାଚରେ ସାମିଲ କରାଯାଇନାହିଁ । ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି ।

ଭାରତୀୟ ଦଳ ଖେଳାଳିଙ୍କନାଁହେଉଛି ..

  1. ଶ୍ରେୟସ ଆୟର – କ୍ୟାପ୍‌ଟେନ୍‌
    ୨) ତିଲକ ବର୍ମା – ଉପ-ଅଧିନାୟକ
    ୩) ସଞ୍ଜୁ ସାମସନ୍‌
    ୪) ଇସାନ୍ କିସାନ୍‌
    ୫) ଅଭିଶେକ ଶର୍ମା
    ୬) ବୈଭବ ସୂର୍ଯ୍ୟବଂଶୀ
    ୭) ଅକ୍ସର ପଟେଲ୍‌
    ୮) ଶିବମ ଦୁବେ
    ୯) ନିତିଶ କୁମାର ରେଡ୍ଡି
    ୧୦) ୱାଶିଂଟନ୍ ସୁନ୍ଦର
    ୧୧) ଅର୍‌ସଦିପ୍ ସିଂହ
    ୧୨) ମ. ସିରାଜ
    ୧୩) ହରସିଦ୍ ରାଣା
    ୧୪) ପ୍ରିନ୍ସ ଯାଦବ
    ୧୫) ବରୁଣ ଚକ୍ରବର୍ତ୍ତୀ
    ୧୬) ରବି ବିଷ୍ଣୋଇ

Leave a Reply

Your email address will not be published. Required fields are marked *