ମାଇଁ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ମିଳିତ ଆନୁକୂଲ୍ୟରେରେ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କର ଜନ୍ମ ଦିବସ ଢେଙ୍କାନାଳ ଇ ଟେକ୍ କଲେଜରେ କରାଯାଇଅଛି।ଏଥିରେ ଶ୍ୟାମ ପ୍ରକାଶ ମୁଖାର୍ଜୀଙ୍କର ଆତ୍ମ ଜିବନୀ ଓ ତାଙ୍କ ସଂଘର୍ଷର କାହାଣୀ ଉପରେ ଆଲୋଚନା କରାଯାଇଛି।ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଓ ତାଙ୍କ ନାରା ଗୋଟେ ଦେଶ ଗୋଟେ ବିଧାନକୁ ଦର୍ଶା ଯାଇଛି।
ଏଥିରେ ମୂଖ୍ୟ ଅତିଥି ଇ ଟେକ୍ କଲେଜର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ପଳେଇ ମୂଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ।



