Spread the love

ଗେଙ୍ଗୁଟିଆ ଆୟୁର୍ବେଦ ସେଣ୍ଟର ୧୧ତମ ଆନ୍ତଜାତୀୟ ଆୟୁର୍ବେଦ ଦିବସ ପାଳନ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ ରେ ଥିବା ଆୟୁର୍ବେଦ ଡାକ୍ତରଖାନାରେ ଡାକ୍ତର ଚନ୍ଦନ କୁମାର ମହାଳିକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗେଙ୍ଗୁଟିଆ ସରକାରୀ ଉଚ୍ଚବିଦ୍ୟାଳୟରେ, ଯୋଗ ଓ ମେ.ଡିଟେସନ ମାଧ୍ୟମରେ, ସୁସ୍ଥ ଜୀବନଯାପନ ଓ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ ଆବଶ୍ୟକତା ତଥା ସନ୍ତୁଳିତ ଜୀବନ ଶୈଳୀ ଓ ପ୍ରକୃତି ସହ ସମନ୍ବୟ ର ଆଧାର ହେଉଛି ଆୟୁର୍ବେଦ ମୂଳ ଉତ୍ସ । ଆଜି ବ୍ୟସ୍ତତା ଜୀବନ ଶୈଳି ସମଗ୍ର ମାନବ ସମ୍ବଳ ବିଭିନ୍ନ ରୋଗରେ ପୀଡ଼ିତ ଅଟନ୍ତି । ସୁସ୍ଥ ମାନବ ସମାଜ ଗଠନରେ ପ୍ରାଚୀନ କାଳରୁ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଆପେଣ ଇ ଆସୁଅଛି । ଏହାକୁ ବ୍ୟାପଦ କରିବା ସହ ସୁସ୍ଥ ସମାଜ ଗଠନ ସଚେତନା ଦୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ଶତପଥି ମୁଖ୍ୟ ଅତିଥି ସହ ଗେଙ୍ଗୁଟିଆ ଗ୍ରାମପଞ୍ଚାୟତର ସାମାଜିକ କର୍ମୀ ତଥା ପଞ୍ଜ ଶିକ୍ଷା ସେତୁର ସଭାପତି., ସରସ୍ଵତୀ ଶିଶୁ ମନ୍ଦିର ବିହ୍ୱତ୍ ପରିଷଦର ସମ୍ପାଦକ, ଗ୍ରାମ୍ୟ କମିଟିର ସମୀକ୍ଷକ ଶ୍ରୀ ପ୍ରଦିପ କୁମାର ମଲ୍ଲିକ ମୁଖ ବକ୍ତା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଶିଶୁ ମନ୍ଦିର ର ଅଶୋକ ଗୁରୁଜୀ ଯୋଗ ଓ ପ୍ରାଣାୟମ ବିଦ୍ୟାର୍ଥୀ ମାନଙ୍କୁ ତାଲିମି ଦେଇ ଥିଲେ, ଆୟୁବେର୍ଦିକର ସହକାରୀ ବର୍ଷା ମାମ, ଓ ସହ ସହକର ନରୋତମ ରାଉତ ସହଯୋଗ କରିଛନ୍ତି । ପରିବେଶରେ ବିଦ୍ୟାଳୟର ସିବିଜେଡ଼ ଶିକ୍ଷକ ବିଷ୍ଣୁପ୍ରସାଦ ସୋନା ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *