Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ସିଦ୍ଧ ବଲରାମ ଜୀଉ ଙ୍କ ପ୍ରାଙ୍ଗଣରେ ମାଘ ପୁର୍ଣିମା

ଜେ. ବି. ଏନ୍, ସୁଶାନ୍ତ କୁମାର ସାମଲ, (୨୭ /୦୨ /୨୦୨୧) ଢେଙ୍କାନାଳ ସିଦ୍ଧ ବଲରାମ ଜୀଉ ଙ୍କ ପ୍ରାଙ୍ଗଣରେ ମାଘ ପୁର୍ଣିମା ଅବସରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଦୀପ ପରେ ଏହି ବେଶ୍ ହୋଇଥାଏ। ଏହି ବେଶରେ ସନ୍ଧ୍ୟା ପୂର୍ବରୁ ଆରତୀ ଓ ବାଣ ଫୁଟାଯାଏ। କାହାଳିଆ ଚାମର ସେବା ଓ ବିଭିନ୍ନ୍ ଫୁଲହାର ଇତ୍ୟାଦି ବେଶ କରାଯାଇଥଏ। ରାତ୍ରରେ ବଡ ସିଂହାର ବେଶରେ ମିଠା, ପିଠା, କାକରା, ଖେଚେଡ଼ି, ଓ ବିଭିନ୍ନ ଲ

ପ୍ରକାର ଭୋଗ ଲାଗି କରାଯାଇଥଏ। ଭାଗୀରଥୀ ପୂଜା ପଣ୍ଡାଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥିଲା ।