ମା ଲୁଧୁଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ଯାଚ ଅନୁଷ୍ଠିତ

(ଜେ.ବି.ଏନ୍, ୨୮/୦୨ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ) କଣିହାଁ : କଣିହାଁ ବ୍ଲକ ଅନ୍ତର୍ଗତ.. ସିପୁର୍ ଗ୍ରାମରେ ମା ଲୁଧୁଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ(ଏକ ଦିବସୀୟ) ମ୍ଯାଚ ଅନୁଷ୍ଠିତ ହୋଇଯାଇ ଅଛି.. ଉକ୍ତ ମ୍ଯାଚ ଟି କର୍ଣ୍ଣପାଳ ଏବଂ ରେଡ୍ ଷ୍ଟାର୍ ଖମାର ମଧ୍ଯ ରେ ହୋଇଥିଲା.. ମୁଖ୍ୟ ଅତିଥି ଭାବେ ଆମ ସମାଜ ସେବୀ ତଥା ଶ୍ରମିକ ନେତା ଇଂ ଅବନୀ କାନ୍ତ ସାହୁ ଯୋଗ ଦେଇ ବିଜେତା କର୍ଣ୍ଣ ପାଳ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ.. ଏବଂ ସ୍ଥାନୀୟ ଯୁବ ସ୍ଵେଚ୍ଛାସେବୀ.. ପ୍ରଭାତ କୁମାର ସାହୁ (ଲିପୁ ଭାଇ) ମଧ୍ଯ ଯୋଗ ଦେଇ ଉପ ବିଜେତା ରେଡ୍ ଷ୍ଟାର୍ ଖମାର ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ l




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)